ଆରମ୍ଭ ହେଲା ରାହୁଲ ଗିରି

ନୂଆଦିଲ୍ଲୀ: କଂଗ୍ରେସରେ ରାହୁଲ ଯୁଗ ଆରମ୍ଭ ହୋଇଛି। ଦେଶର ସର୍ବ ପୁରାତନ ଦଳ ଜାତୀୟ କଂଗ୍ରେସରେ ଆଜି ବିଧିବଦ୍ଧ ଭାବେ ମଙ୍ଗ ଧରିଛନ୍ତି ସୋନିଆ ଗାନ୍ଧିଙ୍କ ପୁଅ ରାହୁଲ ଗାନ୍ଧି। ନୂଆଦିଲ୍ଲୀ ସ୍ଥିତ ୨୪-ଆକବର ରୋଡ୍‌ରେ ଥିବା ଦଳ ମୁଖ୍ୟାଳୟରେ ଏଥିପାଇଁ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ମାଆ ସୋନିଆ ତାଙ୍କୁ ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାହୁଲଙ୍କ ସମେତ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧନମନ୍ତ୍ରୀ … Continue reading ଆରମ୍ଭ ହେଲା ରାହୁଲ ଗିରି